ଶ୍ରଦ୍ଧେୟ ପାଠକ/ପାଠିକା ମାନଙ୍କ ପାଇଁ

ପ୍ରିୟ ଆତ୍ମନ୍ ,
                 ସାଦର ପ୍ରଣାମ  ସହିତ ସାରସ୍ବତ ଶୁଭ କାମନା ।   
                   “କୁଶବନ” ଓଡିଶା ମହାଭୋଇକୁଳ ଜାତୀୟ ଧର୍ମାନୁଷ୍ଠାନ,କୁଶକଂଟା ଜ୍ଞାନପୀଠର ବାର୍ଷିକ ମୁଖପତ୍ର । ଏହା ଏକ ଆଧ୍ୟାତ୍ମିକ, ସାମାଜିକ, କୁସଂସ୍କାର, ଶିକ୍ଷା ଓ ଚେତନାର ପ୍ରଗତିଶୀଳ ପତ୍ରିକା ଅଟେ । ଆପଣ ଏହାକୁ ମଧ୍ୟ ଇ-ପତ୍ରିକା ଭାବରେ   www.odishaspiritual.blogspot.in ଲଗ୍ଅନ୍ କରି  ଇଂଟରନେଟ୍ରେ ପଢି ପାରିବେ । ଏଣୁ ଉକ୍ତ ବିଚାରଧାରା ଅଭିବୃଦ୍ଧିରେ  କେଇ ପାଦ ଆଗେଇ ନେବା ପାଇଁ ଆପଣ ମାନଙ୍କ ଅକୁଣ୍ଠ ସହଯୋଗ  ତଥା ପୋ୍ରତ୍ସାହନ କୁଶବନ ପରିବାର କାମନା କରୁଅଛି । ତେବେ ଆମ୍ଭେ ମାନବ ଅନ୍ତରରେ ମହନୀୟ ମାନବୀୟ ଭାବଧାରା ଉଦ୍ରେକ କରିବାର ଅଭିନବ ପ୍ରୟାସ ନେଇ ଆପଣଙ୍କର ସୁଚିନ୍ତିତ ମତାମତ ଓ   ନିୟମାବଳୀ ଅନୁଯାୟୀ  ଲେଖା ସହିତ ନିଜର ଡାକ ଠିକଣା, ଯୋଗାଯୋଗ ନଂ ଓ ପାସପୋର୍ଟ ଫଟୋ ପଠାଇବା ପାଇଁ ସବିନୟ ଅନୁରୋଧ ।
ନିୟମାବଳୀ
୧. ମହାଭୋଇ କୁଳର ଚିର ନମସ୍ୟ ମନିଷୀ ମହାନ୍ ସନ୍ଥ ଗୋସ୍ବାମୀ ବାହୁଡା ଦାସ, ସାଧୁ, ସନ୍ଥ ଏବଂ ସମାଜ ସଂସ୍କାରକ ମାନଙ୍କର ଜୀବନୀ, ତାଙ୍କ ରଚିତ ଫିଚର, ଗଳ୍ପ, କବିତା ଓ ତାଙ୍କ ଉପରେ ଥିବା ମାନବ ଜାତିର କଲ୍ୟାଣ ମୂଳକ, କିମ୍ବଦନ୍ତୀ ବା ଲୋକକଥା ସର୍ବୋପରି ଇତିହାସରେ ଭୋଇ ବଂଶ ଇତ୍ୟାଦି ।
୨. ଆମ୍ଭ ସମ୍ବିଧାନରେ ଥିବା ଆମ୍ଭର ଅଧିକାର ଓ ତାହାର ପ୍ରୟୋଗ କିମ୍ବା ଆଇନଗତ ସୁବିଧା ଓ ସୁଯୋଗ  ପାଇଁ ମହାଭୋଇ କୁଳ ଜାତୀୟ ଧର୍ମାନୁଷ୍ଠାନର କାର୍ଯ୍ୟ କିପରି ସୁଦୂର ପ୍ରସାରୀ, ଜନ ମଂଗଳ ଓ ଦୀର୍ଘସ୍ଥାୟୀ ହୋଇ ପାରିବ, ସେଥିପାଇଁ ମତାମତ ଓ ସମାଲୋଚନା ମୂଳକ  ବିଷୟ ଉପରେ ପର୍ଯ୍ୟବେଶିତ ହୋଇଥିବା ଆବଶ୍ୟକ ।
୩. ଆପଣଙ୍କ ଲେଖା ସଂକ୍ଷିପ୍ତ ସରଳ ଓ ସାବଳୀଳ  ହେବା ଆବଶ୍ୟକ ଏବଂ ପ୍ରବନ୍ଧ, ଗଳ୍ପ, ଫିଚରାଦି ୧୦୦୦ ଓ କବିତା ୨୫୦ ଶବ୍ଦ ମଧ୍ୟରେ ହେବା ଆବଶ୍ୟକ । ଲେଖା ଗୁଡିକୁ ନିର୍ଭୁଲ ଭାବରେ ଡି.ଟି.ପି, ସୁନ୍ଦର ହାତଲେଖା, ଓ ସି.ଡି /ଇ-ମେଲ୍ ଭାବରେ ଗ୍ରହଣୀୟ ହେବ ।
୪. “କୁଶବନ”ମହାଭୋଇ କୁଳର ତରୁଣ ନୂଆ ଲେଖକ/ଲେଖିକାମାନଙ୍କୁ  ପ୍ରାଧାନ୍ୟ ଦେବ । ବୟସ, ପଦବୀ ଓ ଶିକ୍ଷାଗତ ଯୋଗ୍ୟତା ଲେଖାର ମାପକାଠି ନୁହେଁ । କୁଶବନର ବିଚାରଧାରା ବିଷୟ ହିଁ ଆପଣଙ୍କ ଲେଖାର ମାପକାଠି ଅଟେ ।
୫. ଅମନୋନୀତ ଲେଖାଗୁଡିକ ଫେରାଇବା ପାଇଁ  ଓ ଅପ୍ରକାଶିତ ଲେଖାର ମତାମତ ପାଇଁ  କୌଣସି ବ୍ୟବସ୍ଥା ନାହିଁ । ତେଣୁ ଲେଖା ପଠାଇବା ପୂର୍ବରୁ ମୂଳ ଲେଖା ପାଖରେ ରଖିବା ନିତାନ୍ତ ଆବଶ୍ୟକ । “କୁଶବନ”ର ଲେଖା ପ୍ରକାଶ ପାଇଁ ସଂପାଦନା ମଣ୍ଡଳୀଙ୍କ ନିଷ୍ପତି  ହିଁ ଚୂଡାନ୍ତ ନିଷ୍ପତି  ଅଟେ  ।


ନିୟମାବଳୀ

୧. ମହା ଭୋଇ କୁଳର ଚିର ନମସ୍ୟ ମନିଷୀ  ମହାନ୍ ସନ୍ଥ   ଗୋସ୍ବାମୀ ବାହୁଡା   ଦାସ , ସାଧୁ,  ସନ୍ଥ ଏବଂ ସମାଜ ସଂସ୍କାରକ ମାନଙ୍କର ଜୀବନୀ, ତାଙ୍କ ରଚିତ ଫିଚର,ଗଳ୍ପ, କବିତା ଓ  ତାଙ୍କ ଉପରେ ଥିବା ମାନବ ଜାତିର କଲ୍ୟାଣ ମୂଳକ, କିମ୍ବଦନ୍ତୀ ବା ଲୋକକଥା ଇତ୍ୟାଦି ।

୨. ଆମ୍ଭ ସମ୍ବିଧାନରେ ଥିବା ଆମ୍ଭର ଅଧିକାର ଓ ତାହାର ପ୍ରୟୋଗ କିମ୍ବା ଆଇନଗତ ସୁବିଧା ଓ ସୁଯୋଗ  ପାଇଁ ମହାଭୋଇ କୁଳ ଜାତୀୟ ଧର୍ମାନୁଷ୍ଠାନର କାର୍ଯ୍ୟ କିପରି ସୁଦୂର ପ୍ରସାରୀ, ଜନ ମଂଗଳ ଓ ଦୀର୍ଘସ୍ଥାୟୀ ହୋଇ ପାରିବ, ସେଥିପାଇଁ ମତାମତ ଓ ସମାଲୋଚନା ମୂଳକ  ବିଷୟ ଉପରେ ପର୍ଯ୍ୟବେଶିତ ହୋଇଥିବା ଆବଶ୍ୟକ ।

୩. ଆପଣଙ୍କ ଲେଖା ସଂକ୍ଷିପ୍ତ ସରଳ ଓ ଚାରି ପୃଷ୍ଠା ମଧ୍ୟରେ ହେବା ଆବଶ୍ୟକ । ଲେଖା ଗୁଡିକୁ  ନିର୍ଭୁଲ ଭାବରେ ଡି.ଟି.ପି , ହାତଲେଖା, ଓ ସି.ଡି /ଇ-ମେଲ୍ ଭାବରେ  ଗ୍ରହଣୀୟ ହେବ ।

୪. କୁଶବନ ତରୁଣ ନୂଆ ଲେଖକ/ ଲେଖିକାମାନଙ୍କୁ  ପ୍ରାଧାନ୍ୟ ଦେବ । ବୟସ ,ପଦବୀ ଓ ଶିକ୍ଷାଗତ ଯୋଗ୍ୟତା  ଲେଖାର ମାପକାଠି ନୁହେଁ ।  କୁଶବନର ବିଚାରଧାରା ବିଷୟ ହିଁ ଆପଣଙ୍କ ଲେଖାର ମାପକାଠି ଅଟେ ।

୫. ଅମନୋନୀତ ଲେଖାଗୁଡିକ ଫେରାଇବା ପାଇଁ  ଓ  ଅପ୍ରକାଶିତ ଲେଖାର ମତାମତ ପାଇଁ  କୌଣସି ବ୍ୟବସ୍ଥା ନାହିଁ । ତେଣୁ ଲେଖା ପଠାଇବା ପୂର୍ବରୁ ମୂଳ ଲେଖା  ପାଖରେ ରଖିବା  ନିତାନ୍ତ ଆବଶ୍ୟକ । “କୁଶବନ”ର ଲେଖା ପ୍ରକାଶ ପାଇଁ ସଂପାଦନା ମଣ୍ଡଳୀଙ୍କ ନିଷ୍ପତି ହିଁ ଚୂଡାନ୍ତ ନିଷ୍ପତି ଅଟେ  ।  ଆପଣଙ୍କର ଶୁଭ ମନାସୁଥିବା -


                                                                                                                                                                                              ସଂପାଦକ-କୁଶବନ                               
ଆମର ଠିକଣା

ମାଧବାନନ୍ଦ ଭୋଇ ,ସଂପାଦକ- “କୁଶବନ”
ସା-ଭୋଦଳ, ପୋ-ପାଟସୁନ୍ଦରପୁର,ଜିଲ୍ଲା-କଟକ-୭୫୪୦୧୮,
Email:omhrimklim@gmail.com
ଦୂରାଭାଷ-୭୩୮ ୧୬୦ ୧୮୦୦ /୯୪୩୭୦୯୩୦୫୫/୯୧୭୮୫୦୧୪୪୪ 

୫୦୧୪୪

No comments:

Post a Comment