ସାହା ହେବେ ଶୂନ୍ୟ ପୁରୁଷ

ସୁରେନ୍ଦ୍ରନାଥ ଭୋଇ
ଏ ଶୁନ୍ୟ ବାଣୀକୁ ସାହା ଶୂନ୍ୟ ପୁରୁଷ ଗଣ,
ନିରୀହ ଶ୍ରେଣୀର ମାଆଗୋ ହୋ  କରୁଣା ଅଗ୍ରୀମ ।
ବିଚାର ପାଇଁ କେ ନାହିଁ ଗଣ ବିଧାନ ସଭାରେ,
ଆସିଥିଲେ ଗୁରୁସ୍ୱାମୀ ହୋ ଆମ୍ଭ ହିତରେ ।
ଯୁଗ ଲେଉଟାଇ ଆମ୍ଭେ ହେବା ଉଦ୍ଧାର,
ଏତେ ପରେ ଖୋଲିଛି ଆମ୍ଭରି ଭାଗ୍ୟ ଡୋର ।
ଖରାପ ବାଟରେ ନଯାଅ ଭାଇ ହଜାରେ ଚେତା,
ମିଥ୍ୟା  ନ ଏ ସତ୍ୟ ହୋ ବୁଝ ଏ ସତ୍ୟ କଥା ।
ଜାତି ଧର୍ମ ରାଜନୀତି ଯାହା ମହାତ୍ମା ବାଣୀ,
ସ୍ୱାଧିନ ଫେରିଛି ଆମ୍ଭରି ଭାଇ ସତ୍ୟ ବିନ୍ଧାଣୀ ।
କର ଯୋଡି କହୁଛି ଭାଇ ନ କର ହେଳା,
ଉଦ୍ଧାରିବେ ଚକାଡୋଳା ହେ ଆମ୍ଭ ବୁଡିବ ଭେଳା ।
ଜୟ ଗୁରୁ ରାଧା ମୋହନ ତତ୍ତ୍ୱ କଲେ ପ୍ରଦାନ ହେ,
ସୁର ତାଙ୍କ ପାଦେ ବିକିଛି ଜୀବନ ମୋ ଭାଇ ହେ ।
ସା-କୁଳ ଶଙ୍ଖୁଆ, ବାଲିପଡା, କଟକ
JOY BAHUDA

No comments:

Post a Comment