ବିଶ୍ୱନାଥ କାଣ୍ଡି
ଅପର ଦୁଃଖରେ ସମଦୁଃଖୀ ହୋଇ , ଳୁହ ଦିଅ ତାର ପୋଛି ।
ଅନ୍ୟକୁ ଖୁଆଇ ଯେ ସୁଖ ମିଳଇ , ନିଜେ ଭୁଂଜି ବାରେ ନାହିଁ ,
ଅନ୍ୟର ହିତରେ ଲାଗି ନ ପାରିଲେ, ବଂଚିବାରେ ଲାଭ କାହିଁ ?
ଆଗାମୀ ଦିନରେ ବଂଚି ବାକୁ ହେଲେ, ନିଜକୁ ସୁଧାରି ନିଅ ,
ବାହୁଡାଙ୍କ ପାଦେ ପଶହେ ଶରଣ , ଦୂର ହେବ ମନୁ କୋହ ।
ଯେ ବେଳେ ଜାଣିବ , ଏ ଜାତିର ଗାଥା; ଜଗତେ ପଡିବ ହୁରି ,
ଇତିହାସେ ତାହା, କିମ୍ବଦନ୍ତୀ ହୋଇ , ରହିବ ମନେ ସବୁରି ।
ନୂଆତୋଟା ସାହି ,କଟକ
No comments:
Post a Comment