ଆଧ୍ୟାତ୍ମିକ ଚିନ୍ତନ


                                                       ଅଭୟ କୁମାର ଭୋଇ

           ଆଧ୍ୟାତ୍ମିକ ମାର୍ଗର ପ୍ରଥମ ପାହାଚ ହେଉଛି  କ୍ରୋଧ ପରିତ୍ୟାଗ କରିବା ,ଶରୀର ଇନ୍ଦ୍ରିୟ ବା ଚେତନା ଶକ୍ତି ଭିତରେ କ୍ରୋଧ ତାର ଅସ୍ତିତ୍ୱ  ହରାଇ ବସିଲେ । ଧିରେ ଧିରେ ତାହା ପରିଣତ ହେବ ପ୍ରେମରେ , ଏହି ଐଶ୍ୱରିକ ପ୍ରେମ ହିଁ ଶିକ୍ଷା ଦେବ ସମଗ୍ର ସୃଷ୍ଟିକୁ ଭଲ ପାଇବା , ସ୍ନେହ କରିବା , ଆଦର କରିବାର ଉପାୟ । ମଣିଷର ଶରୀର ଓ ମନ ସର୍ବଦା ପଞ୍ଝନ୍ଦ୍ରିୟର ଅଧିନରେ ଥାଏ ।  ଏହି ପଞ୍ଝନ୍ଦ୍ରିୟ କୁ ଯଦି ନିଜ ନିୟନ୍ତ୍ରଣରେ ରଖି ପାରିବା , ତାହା ହେଲେ ଯାଇ ମନ ଶାନ୍ତ ରହିବ । ସଂସାରରେ ମଧ୍ୟରେ ଆଧ୍ୟାତ୍ମିକ ମାର୍ଗରେ ରହି ଜୀବନରେ ମୋକ୍ଷ ଲାଭ କରିବା ଆବଶ୍ୟକ । 
   

ସା-ପାଇକପଡା,ଗୋବିନ୍ଦପୁର, କଟକ

No comments:

Post a Comment